ଅଙ୍ଗଚ୍ଛଦ Aṅgachchhada

  • ସଂ. ବି.—(ଅଙ୍ଗ+ଛଦ ଧାତୁ=ଘୋଡ଼ାଇବା+କର୍ତ୍ତୃ. ଅ; ଯାହା ଦେହକୁ ଘୋଡ଼ାଏ; ସନ୍ଧିଯୋଗୁଁ ଛ ସ୍ଥାନରେ ଚ୍ଛ) — ପୋଷାକ — Dress
  • ସଂ. ବି.—(ଅଙ୍ଗ+ଛଦ ଧାତୁ=ଘୋଡ଼ାଇବା+କର୍ତ୍ତୃ. ଅ; ଯାହା ଦେହକୁ ଘୋଡ଼ାଏ; ସନ୍ଧିଯୋଗୁଁ ଛ ସ୍ଥାନରେ ଚ୍ଛ) — ଅଙ୍ଗଦରେ ଦେଲେ ଅଙ୍ଗଚ୍ଛଦ, ହୋଇଲେ ସେ ବହୁତ ପ୍ରମୋଦ। ବିଶ୍ୱନାଥ—ବିଚିତ୍ର ରାମାୟଣ।