ଅଙ୍ଗଚାଳନ Aṅgachāḻana

  • ସଂ. ବି. ( 6 ଷ୍ଠୀ ତତ୍) — ଅଙ୍ଗଭଙ୍ଗୀ (ଦେଖ) — Aṅgabhangī (See)
  • ସଂ. ବି. ( 6 ଷ୍ଠୀ ତତ୍) — ଦେହର ଭିନ୍ନ ଭିନ୍ନ ଅଙ୍ଗକୁ ଏଣେ ତେଣେ ଚଳାଇବା — Movement of one's limbs
  • ସଂ. ବି. ( 6 ଷ୍ଠୀ ତତ୍) — ବ୍ୟାୟାମ — Physical exercise