ଅଙ୍ଗଘଷା Aṅgaghashā

  • ଦେ. ବିଣ. (ସଂ. ଅଙ୍ଗ ଓ ଘର୍ଷଣ; ଯେ ସେବା କଲା ବେଳେ ପ୍ରଭୁଙ୍କ ଅଙ୍ଗରେ ନିଜ ଅଙ୍ଗକୁ ଘଷେ ବା ଲଗାଏ — ଅଙ୍ଗଲଗା; ଯେଉଁ ଭୃତ୍ୟ ପ୍ରଭୁଙ୍କ ଅଙ୍ଗ— ସେବା କର୍ମ କରେ — Personal (servant); rendering personal service to the master
  • ଦେ. ବିଣ. (ସଂ. ଅଙ୍ଗ ଓ ଘର୍ଷଣ; ଯେ ସେବା କଲା ବେଳେ ପ୍ରଭୁଙ୍କ ଅଙ୍ଗରେ ନିଜ ଅଙ୍ଗକୁ ଘଷେ ବା ଲଗାଏ — ଯେଉଁ ଦାସୀ ପ୍ରଭୁଙ୍କ ସହବାସ କରେ — (a maid servant) Who is cohabited by the master
  • ଦେ. ବିଣ. (ସଂ. ଅଙ୍ଗ ଓ ଘର୍ଷଣ; ଯେ ସେବା କଲା ବେଳେ ପ୍ରଭୁଙ୍କ ଅଙ୍ଗରେ ନିଜ ଅଙ୍ଗକୁ ଘଷେ ବା ଲଗାଏ — ଦେହ ଘଷିବା ବା ସଂବାହନ କରିବା ବ୍ୟକ୍ତି — (a person) Who massages another
  • ଦେ. ବିଣ. (ସଂ. ଅଙ୍ଗ ଓ ଘର୍ଷଣ; ଯେ ସେବା କଲା ବେଳେ ପ୍ରଭୁଙ୍କ ଅଙ୍ଗରେ ନିଜ ଅଙ୍ଗକୁ ଘଷେ ବା ଲଗାଏ — ଦିହଘଷା; ଯେଉଁ ପାଳିତ ଜୀବ (ଯଥା—ବିରାଡ଼ି, କୁକୁର) ମନୁଷ୍ୟର ଦେହରେ ଘଷି ହେବାକୁ ବା ସର୍ବଦା ମନୁଷ୍ୟ ପାଖରେ ରହିବାକୁ ସୁଖ ପାଏ — (a pet animal) Loving to rub its limbs against the body of its master
  • ଦେ. ବିଣ. (ସଂ. ଅଙ୍ଗ ଓ ଘର୍ଷଣ; ଯେ ସେବା କଲା ବେଳେ ପ୍ରଭୁଙ୍କ ଅଙ୍ଗରେ ନିଜ ଅଙ୍ଗକୁ ଘଷେ ବା ଲଗାଏ — ଅତି ଘନିଷ୍ଠ — Very intimate
  • ଦେ. ବିଣ. (ସଂ. ଅଙ୍ଗ ଓ ଘର୍ଷଣ; ଯେ ସେବା କଲା ବେଳେ ପ୍ରଭୁଙ୍କ ଅଙ୍ଗରେ ନିଜ ଅଙ୍ଗକୁ ଘଷେ ବା ଲଗାଏ — ଅତି ପ୍ରିୟ — Very pet