ଅଙ୍ଗଗ୍ରହ Aṅgagraha

  • ସଂ. ବି. (ଅଙ୍ଗ+ଗ୍ରହ ଧାତୁ+କର୍ତ୍ତୃ. ଅ; ଯାହା ଅଙ୍ଗକୁ ଆକ୍ରମଣ କରେ) — ଶରୀରର ବେଦନା — Bodily pain
  • ସଂ. ବି. (ଅଙ୍ଗ+ଗ୍ରହ ଧାତୁ+କର୍ତ୍ତୃ. ଅ; ଯାହା ଅଙ୍ଗକୁ ଆକ୍ରମଣ କରେ) — ଧନୁଷ୍ଟଙ୍କାର ରୋଗ — Tetanus; spasm