ଅଙ୍ଗ ବଙ୍ଗ କଳିଙ୍ଗ Aṅga baṅga kaḻiṅga

  • ସଂ. ବି. (ଦ୍ୱନ୍ଦ୍ୱ; ଅଙ୍ଗ+ବଙ୍ଗ+କଳିଙ୍ଗ) — ବଙ୍ଗ ଓ ବିହାରୋତ୍କଳ; ପରସ୍ପର ନିକଟବର୍ତ୍ତୀ ତିନିଗୋଟି ଇତିହାସପ୍ରସିଦ୍ଧ ପ୍ରଦେଶ — The three adjacent countries of Bihar, Bengal and the Oriya speaking tracts
  • ସଂ. ବି. (ଦ୍ୱନ୍ଦ୍ୱ; ଅଙ୍ଗ+ବଙ୍ଗ+କଳିଙ୍ଗ) — [ଦ୍ର—ଅଙ୍ଗ—ଆଧୁନିକ ବିହାର; ବଙ୍ଗ—ଆଧୁନିକ ବଙ୍ଗଳା; କଳିଙ୍ଗ—ଆଧୁନିକ ଓଡ଼ିଶା ଓ ଗଞ୍ଜାମ।]