ଅଙ୍କ୍ (ଧାତୁ) Aṅk (root)

  • ସଂ. ଅନ୍କ ଧାତୁ — ଆଙ୍କିବା; ଅଙ୍କିତ କରିବା — To draw
  • ସଂ. ଅନ୍କ ଧାତୁ — ଲେଖିବା — To write
  • ସଂ. ଅନ୍କ ଧାତୁ — ଚିତ୍ର ଲେଖିବା — To draw a picture
  • ସଂ. ଅନ୍କ ଧାତୁ — ଗାର କାଟିବା — To draw a line
  • ସଂ. ଅନ୍କ ଧାତୁ — ଚିହ୍ନ ଦେବା; ଦାଗ ଦେବା — To mark