ଅଙ୍କୋତ୍ଥ Aṅkottha
- ସଂ. ବିଣ.—( 5 ମୀ ତତ୍; ଅଙ୍କ+ଉତ୍ଥ) — କରତଳ; ପଦ— ତଳ ଆଦିରେ ଆଦିରେ ଧ୍ୱଜ, ଅଙ୍କୁଶ ଚକ୍ରାଦି ଚିହ୍ନରୁ ସୂଚିତ (ପୁରୁଷର ସୁଲକ୍ଷଣ) — (good signs) Due to a man having got some auspicious marks on the palm and sole of his feet
- ସଂ. ବିଣ.—( 5 ମୀ ତତ୍; ଅଙ୍କ+ଉତ୍ଥ) — ଗୁଣୋତ୍ଥ ଅଙ୍କୋତ୍ଥ ବିଧାନେ, ଥାଆନ୍ତି ପଞ୍ଚାଶ ଲକ୍ଷଣେ। ପ୍ରାଚୀ—ପୂର୍ଣ୍ଣତମ ଚନ୍ଦ୍ରୋଦୟ।