ଅଙ୍କୁରାରୋପଣ Aṅkurāropaṇa

  • ସଂ. ବି. ( 6 ଷ୍ଠୀ ତତ୍) — ତଳି ରୋଇବା — Planting of seedlings; transplantation
  • ସଂ. ବି. ( 6 ଷ୍ଠୀ ତତ୍) — କୌଣସି କାର୍ଯ୍ୟର ସୂତ୍ରପାତ — The commencement of any work