ଅଙ୍କିତ Aṅkita
- ଦେ. ବିଣ. (ଅଙ୍କ ଧାତୁ+କର୍ମ. ତ) — ଚିହ୍ନିତ — Marked
- ଦେ. ବିଣ. (ଅଙ୍କ ଧାତୁ+କର୍ମ. ତ) — ଚିତ୍ରିତ — Drawn; delineated
- ଦେ. ବିଣ. (ଅଙ୍କ ଧାତୁ+କର୍ମ. ତ) — ଲିଖିତ — Written
- ଦେ. ବିଣ. (ଅଙ୍କ ଧାତୁ+କର୍ମ. ତ) — ଗଣିତ — Counted; numbered
- ଦେ. ବିଣ. (ଅଙ୍କ ଧାତୁ+କର୍ମ. ତ) — ଚିଆଁ ଦିଆଯାଇଥିବା — Branded
- ଦେ. ବିଣ. (ଅଙ୍କ ଧାତୁ+କର୍ମ. ତ) — ମୋହର ଦିଆ ଯାଇଥିବା — Sealed; marked
- ସଂ. ବି — ଚିହ୍ନ — Mark
- ସଂ. ବି — କନ୍ଦର୍ପ ଅଙ୍କିତ ରତିକେଳି ରଣାରମ୍ଭେ। ପ୍ରାଚୀ—ରସବାରିଧି।