ଅଙ୍କା Aṅkā

  • ଦେ. ବି. (ସଂ. ଅଙ୍କନ) — ଅଙ୍କନ (ଦେଖ) — Aṅkana (See)
  • ଦେ. ବିଣ. (ସଂ. ଅଙ୍କିତ)—ଅଙ୍କିତ (ଦେଖ) — Aṅkita (See)
  • ଦେ. ବିଣ. ଚାରି ପାଖେ ଅଙ୍କି ବା ବାଡ଼ ଦିଆଯାଇଥିବା ସ୍ଥାନ — (a place) Fenced on all sides