ଅଙ୍କାବଙ୍କା Aṅkābaṅkā
- ଦେ. ବିଣ. (ବଙ୍କୁରଟଙ୍କୁର; ଅନର୍ଥକ ପ୍ରଥମ ଶବ୍ଦ) — ବଙ୍କାଟଙ୍କା; ଅସମାନ ଭାବରେ ଅନେକ ସ୍ଥାନରେ ବକ୍ର — Crooked; winding
- ଦେ. ବିଣ. (ବଙ୍କୁରଟଙ୍କୁର; ଅନର୍ଥକ ପ୍ରଥମ ଶବ୍ଦ) — ସର୍ପାକୃତିବିଶିଷ୍ଟ — Zigzag; meandering
- ଦେ. ବିଣ. (ବଙ୍କୁରଟଙ୍କୁର; ଅନର୍ଥକ ପ୍ରଥମ ଶବ୍ଦ) — ସେହି ଭୀଷ୍ମ ମଧ୍ୟରେ ଅଙ୍କାବଙ୍କା ସାପ ଚାଲି ପରି ବାଟ। ଫକୀରମୋହନ—ଗଳ୍ପସଳ୍ପ।