ଅଙ୍କହରଣ Aṅkaharaṇa

  • ସଂ. ବି. ( 6 ଷ୍ଠୀ ତତ୍; ଅଙ୍କ+ହରଣ) — (ଗଣିତ) ଫେଡ଼ାଣ ବା ହରଣ ଦ୍ୱାରା କୌଣସି ସଂଖ୍ୟାର ହ୍ରାସକରଣ — (arithmetic) The decreasing of a number or figure by subtraction or division