ଅଙ୍କଶାୟୀ Aṅkaṡāyī

  • ସଂ. ବିଣ. ପୁଂ. (ଉପପଦସମାସ; ଅଙ୍କ+ଶୀ ଧାତୁ+କର୍ତ୍ତୃ. ଇନ୍ 1 ମା. 1 ବ.) — କୌଣକି ବ୍ୟକ୍ତିର କ୍ରୋଡ଼ରେ ଶୋଇବା (ବ୍ୟକ୍ତି) — (a person) Resting on the bosom of another