ଅଙ୍କପାଳୀ Aṅkapāḻī
- ସଂ. ବି. ସ୍ତ୍ରୀ. (ଅଙ୍କ+ପାଳ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀୟ ଈ) — ଅଙ୍କପାଳି (ଦେଖ) — Aṅkapāḻi (See)
- ସଂ. ବି. ସ୍ତ୍ରୀ. (ଅଙ୍କ+ପାଳ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀୟ ଈ) — ଧାତ୍ରୀ; ଧାଈ — A nurse
- ସଂ. ବି. ସ୍ତ୍ରୀ. (ଅଙ୍କ+ପାଳ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀୟ ଈ) — (ବୈଦ୍ୟକ) ବେଦିକାଖ୍ୟ ଗନ୍ଧଦ୍ରବ୍ୟ (ପ୍ରକୃତିବାଦ) — A kind of scent
- ସଂ. ବି. ସ୍ତ୍ରୀ. (ଅଙ୍କ+ପାଳ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀୟ ଈ) — ଗୁଳ୍ମବିଶେଷ — A plant Medicago esculanta (M.W.)