ଅଙ୍କପାଳି Aṅkapāḻi

  • ସଂ. ବି. (ଅଙ୍କ+ପାଳ ଧାତୁ+ଭାବ. ଇ) — ଆଲିଙ୍ଗନ; କୁଣ୍ଢାଇବା — Embrace, hugging
  • ସଂ. ବି. (ଅଙ୍କ+ପାଳ ଧାତୁ+ଭାବ. ଇ) — କୋଳରେ ବସାଇବା — The taking of a person into one's bosom