ଅଙ୍କପଲ୍ଲବ Aṅkapallaba

  • ସଂ. ବି — ବିଦ୍ୟାବିଶେଷ; ଭିନ୍ନ ଭିନ୍ନ ସଂଖ୍ୟା ସ୍ଥଳରେ ବର୍ଣ୍ଣମାଳାର ଭିନ୍ନ ଭିନ୍ନ ନିର୍ଦ୍ଦିଷ୍ଟ ଅକ୍ଷର ଲେଖି ସଂଖ୍ୟା ପ୍ରକାଶ କରିବାର ରୀତି। (ହିନ୍ଦି ଶବ୍ଦସାଗର) — A Science by which digits or numbers are denoted by means of certain different alphabets
  • ସଂ. ବି — (ଯଥା—ଇଂରାଜି ଓ ଲାଟୀନରେ X= 10 , V= 5 ; L= 50 ; c= 100 ) — (ଯଥା—ଇଂରାଜି ଓ ଲାଟୀନରେ X=10, V=5; L=50; c=100)