ଅଙ୍କନିବାସ Aṅkanibāsa

  • ସଂ. ବି. ( 7 ମୀ ତତ୍; ଅଙ୍କ+ନିବାସ) — ପ୍ରେମିକଙ୍କ କ୍ରୋଡ଼ରେ ବସିବା — Sitting on the lap of a lover
  • ସଂ. ବି. ( 7 ମୀ ତତ୍; ଅଙ୍କ+ନିବାସ) — ଶ୍ରୀ ଜଗଦ୍ଦେବ ଭଣେ, ରାଧାବାଣୀ ଶ୍ରବଣେ / ଆଳିଏ ହସି ଦେଲେ ଅଙ୍କନିବାସ। କବିସୂର୍ଯ୍ୟ, ସଙ୍ଗୀତ।