ଅଙ୍କନା ମାଧନା Aṅkanā Mādhanā

  • ଦେ. ବି. (ନାମ) ଦୁଇଜଣ ବିଷ୍ଣୁଭକ୍ତଙ୍କ ନାମ — The names of two devotees of Bishṇu
  • ଦେ. ବି. (ନାମ) [ଦ୍ର—ରାମଦାସଙ୍କ ବିରଚିତ ଓଡ଼ିଆ ଦାର୍ଢ଼୍ୟତାଭକ୍ତିର 21 ଶ ଅଧ୍ୟାୟରେ ରାଜମହେନ୍ଦ୍ରୀରେ କାବେରୀ ନଦୀକୂଳରେ ବାସ କରୁଥିବା ଏ ଦୁଇ ଭାଇଙ୍କ ବିଷୟ ବର୍ଣ୍ଣିତ ଅଛି। ଏମାନେ ଜାତିରେ ବ୍ରାହ୍ମଣ ଥିଲେ। ଏମାନେ ଅତିଥିମାନଙ୍କୁ ଭୋଜନ ଦେଉଥିଲେ। ଭଗବାନ୍ ଏମାନଙ୍କ ଅତିଥିସେବାରେ ନିଷ୍ଠା ପରୀକ୍ଷା କରିବା ପାଇଁ ସନ୍ନ୍ୟାସୀ ବେଶରେ ଆସି ବହୁ ଅନ୍ନ ଗ୍ରାସ କରେ। ଶେଷକୁ ଯାହା ରନ୍ଧା ହୋଇଥିଲା, ତାହା ନ ଅଣ୍ଟିବାରୁ ଏମାନେ ସନ୍ନ୍ୟାସୀଙ୍କଠାରେ ଶରଣ ପଶିଲେ।] — [ଦ୍ର—ରାମଦାସଙ୍କ ବିରଚିତ ଓଡ଼ିଆ ଦାର୍ଢ଼୍ୟତାଭକ୍ତିର21ଶ ଅଧ୍ୟାୟରେ ରାଜମହେନ୍ଦ୍ରୀରେ କାବେରୀ ନଦୀକୂଳରେ ବାସ କରୁଥିବା ଏ ଦୁଇ ଭାଇଙ୍କ ବିଷୟ ବର୍ଣ୍ଣିତ ଅଛି ଏମାନେ ଜାତିରେ ବ୍ରାହ୍ମଣ ଥିଲେ ଏମାନେ ଅତିଥିମାନଙ୍କୁ ଭୋଜନ ଦେଉଥିଲେ ଭଗବାନ୍ ଏମାନଙ୍କ ଅତିଥିସେବାରେ ନିଷ୍ଠା ପରୀକ୍ଷା କରିବା ପାଇଁ ସନ୍ନ୍ୟାସୀ ବେଶରେ ଆସି ବହୁ ଅନ୍ନ ଗ୍ରାସ କରେ ଶେଷକୁ ଯାହା ରନ୍ଧା ହୋଇଥିଲା, ତାହା ନ ଅଣ୍ଟିବାରୁ ଏମାନେ ସନ୍ନ୍ୟାସୀଙ୍କଠାରେ ଶରଣ ପଶିଲେ]