ଅଘାଇ ଯିବା Aghāi j̄ibā

  • ପ୍ରାଦେ. (ସମ୍ବଲପୁର) କ୍ରି. କୌଣସି ପଦାର୍ଥ ପୂର୍ଣ୍ଣ ଭୋଜନ କରି ତୃପ୍ତ ହେବା ପରେ ସେହି ପଦାର୍ଥ ଖାଇବା ପାଇଁ ବିରକ୍ତି ବୋଧ କରିବା — To have a dislike or loathing for a particular food after one has his fill