ଅଘଷାଦନ୍ତା Aghashādantā

  • ଦେ. ବିଣ. ପୁଂ. (ସଂ. ଅଘର୍ଷିତ+ଦନ୍ତ) — ଯେଉଁ ବ୍ୟକ୍ତି ସକାଳୁ ଶଯ୍ୟା ତ୍ୟାଗ କରିବା ପରେ ଦାନ୍ତ ଘଷି ନଥାଏ — (a person) Who has not brushed his teeth after rising from bed
  • ଦେ. ବିଣ. ପୁଂ. (ସଂ. ଅଘର୍ଷିତ+ଦନ୍ତ) — ସକାଳୁ ଶଯ୍ୟାତ୍ୟାଗ କଲା ପରେ ଯେଉଁ ବ୍ୟକ୍ତିର ଦାନ୍ତ ଘଷିବାର ଅଭ୍ୟାସ ନାହିଁ — A person who is not habituated to wash and brush the teeth every morning