ଅଘଷା ଦାନ୍ତ Aghashā dānta

  • ଦେ. ବି — ଘଷା ହୋଇ ନ ଥିବା ଦନ୍ତ; ଦାନ୍ତ କାଠି ଆଦି ଦ୍ୱାରା ଅମାର୍ଜିତ ଦାନ୍ତ — Unbrushed teeth
  • ଦେ. ବିଣ — ଅଘଷାଦନ୍ତା (ଦେଖ) — Aghashādantā (See)