ଅଗ୍ରିମ Agrima
- ସଂ. ବିଣ. (ଅଗ୍ର+ଉତ୍ପନ୍ନାଦି ଅର୍ଥରେ. ଇମ) — ପୂର୍ବଜାତ; ଅଗ୍ରଜ; ଜ୍ୟେଷ୍ଠ — Born before; first born; elder
- ସଂ. ବିଣ. (ଅଗ୍ର+ଉତ୍ପନ୍ନାଦି ଅର୍ଥରେ. ଇମ) — ପ୍ରଥମ — First; foremost
- ସଂ. ବିଣ. (ଅଗ୍ର+ଉତ୍ପନ୍ନାଦି ଅର୍ଥରେ. ଇମ) — ଶ୍ରେଷ୍ଠ; ପ୍ରଧାନ — Chief; principal
- ସଂ. ବିଣ. (ଅଗ୍ର+ଉତ୍ପନ୍ନାଦି ଅର୍ଥରେ. ଇମ) — ଆଗତୁରା ଦେୟ — Payable in advance
- ସଂ. ବିଣ. (ଅଗ୍ର+ଉତ୍ପନ୍ନାଦି ଅର୍ଥରେ. ଇମ) — ପୂର୍ବବର୍ତ୍ତୀ — Preceding; prior
- ସଂ. ବିଣ. (ଅଗ୍ର+ଉତ୍ପନ୍ନାଦି ଅର୍ଥରେ. ଇମ) — ସମ୍ମୁଖବର୍ତ୍ତୀ — Situate in front
- ସଂ. ବିଣ. (ଅଗ୍ର+ଉତ୍ପନ୍ନାଦି ଅର୍ଥରେ. ଇମ) — ଯାହା ସମସ୍ତଙ୍କ ଆଗକୁ ବଳି ଯାଇଅଛି — Furthest advanced
- ସଂ. ବିଣ. (ଅଗ୍ର+ଉତ୍ପନ୍ନାଦି ଅର୍ଥରେ. ଇମ) — ପୁସ୍ତକରେ ଯାହା ଏଥି ପରେ ଲେଖା ଅଛି — Occurring furthest on or below (in a book) (M.W.)