ଅଗ୍ରେ Agre

  • ସଂ. ବିଣ. (ଅଗ୍ର ଶବ୍ଦର 7 ମୀ ବିଭକ୍ତି) — ଆଗେ; ପୂର୍ବକାଳରେ — Formerly; previously
  • ସଂ. ବିଣ. (ଅଗ୍ର ଶବ୍ଦର 7 ମୀ ବିଭକ୍ତି) — ସମ୍ମୁଖରେ; ସାମନାରେ; ଆଗରେ — In front
  • ସଂ. ବିଣ. (ଅଗ୍ର ଶବ୍ଦର 7 ମୀ ବିଭକ୍ତି) — ସର୍ବାଦୌ; ସଭା ଆଗରେ; ସର୍ବପ୍ରଥମେ — At first
  • ସଂ. ବିଣ. (ଅଗ୍ର ଶବ୍ଦର 7 ମୀ ବିଭକ୍ତି) — ଆରମ୍ଭରେ — In the beginning