ଅଗ୍ରାହ୍ୟ Agrāhya

  • ସଂ. ବିଣ—(ଅ+ଗ୍ରାହ୍ୟ) — ଗ୍ରହଣର ଅଯୋଗ୍ୟ; ଗୃହୀତ ହେବାର ଅନୁପଯୁକ୍ତ — Unacceptable; unfit for acceptance
  • ସଂ. ବିଣ—(ଅ+ଗ୍ରାହ୍ୟ) — ଯାହା ଗ୍ରହଣ କରିବା ନିଷିଦ୍ଧ — Prohibited to be accepted
  • ଦେ. (କଚିରିଆ) ବିଣ — ଅଗୃହୀତ — Unaccepted
  • ଦେ. (କଚିରିଆ) ବିଣ — ନାମଞ୍ଜୁର — Rejected
  • ଦେ. (କଚିରିଆ) ବିଣ — (ଯଥା—ହାକିମ ତା ଦରଖାସ୍ତ ଅଗ୍ରାହ୍ୟ କଲେ।)
  • ଦେ. (କଚିରିଆ) ବିଣ — ଅନାଦୃତ — Disregarded
  • ଦେ. (କଚିରିଆ) ବିଣ — (ଯଥା—ସେ ମୋ ଅନୁରୋଧକୁ ଅଗ୍ରାହ୍ୟ କଲା।)
  • ଦେ. (କଚିରିଆ) ବିଣ — ହେୟ; ତୁଚ୍ଛ — Dispicable; despised