ଅଗ୍ନ୍ୟାଧାନ Agnyādhāna

  • ସଂ. ବି. ( 6 ଷ୍ଠୀ ତତ୍; ଅଗ୍ନି+ଆଧାନ) — ବେଦମନ୍ତ୍ରଦ୍ୱାରା ଅଗ୍ନି ସ୍ଥାପନ — The lighting of the sacrificial fire
  • ସଂ. ବି. ( 6 ଷ୍ଠୀ ତତ୍; ଅଗ୍ନି+ଆଧାନ) — ନିଆଁ ଜାଳିବା ପାତ୍ର; ଉହ୍ମେଇ — Fire-pan
  • ସଂ. ବି. ( 6 ଷ୍ଠୀ ତତ୍; ଅଗ୍ନି+ଆଧାନ) — ହୋମାଗ୍ନିକୁଣ୍ଡ — The receptacle in which Homa is performed