ଅଗ୍ନ୍ୟସ୍ତ୍ର Agnyastra

  • ସଂ. ବି. (ମଧ୍ୟପଦଲୋପୀ କର୍ମଧା; ଅଗ୍ନିବିକୀରଣକାରୀ ଅସ୍ତ୍ର) — ଆଗ୍ନେୟାସ୍ତ୍ର (ବନ୍ଧୁକ, ତୋପ ଆଦି) — Firearms
  • ସଂ. ବି. (ମଧ୍ୟପଦଲୋପୀ କର୍ମଧା; ଅଗ୍ନିବିକୀରଣକାରୀ ଅସ୍ତ୍ର) — [ଦ୍ର—ପୂର୍ବେ ଭାରତରେ ନାନା ପ୍ରକାରର ଅଗ୍ନ୍ୟସ୍ତ୍ର ବ୍ୟବହୃତ ହେଉଥିବାର ପୁରାଣାଦିରେ ବହୁ ପ୍ରମାଣ ମିଳେ।]