ଅଗ୍ନ୍ୟଗାର Agnyagāra

  • ସଂ. ବି. ( 6 ଷ୍ଠୀ ତତ୍; ଅଗ୍ନି+ଅଗାର) — ଯଜ୍ଞଶାଳା; ହୋମଗୃହ — The room where Homa is performed
  • ସଂ. ବି. ( 6 ଷ୍ଠୀ ତତ୍; ଅଗ୍ନି+ଅଗାର) — ଯେଉଁ ଗୃହରେ ଅଗ୍ନିହୋତ୍ରୀ ଯଜ୍ଞାଗ୍ନି ରକ୍ଷା କରନ୍ତି — A room where an Agnihotrī maintains sacrificial