ଅଗ୍ନୀନ୍ଧନ Agnīndhana
- ସଂ. ବି. ( 6 ଷ୍ଠୀ ତତ୍; ଅଗ୍ନି+ଇନ୍ଧନ) — ନିଆଁ ଜାଳିବା, ନିଆଁ ଲଗାଇବା — The lighting of a fire; kindling the fire
- ସଂ. ବି. ( 6 ଷ୍ଠୀ ତତ୍; ଅଗ୍ନି+ଇନ୍ଧନ) — ଘୃତାହୁତି ଦେଇ ହୋମାଗ୍ନି ଜଳାଇବା — The lighting of the sacrificial fire
- ସଂ. ବି. ( 6 ଷ୍ଠୀ ତତ୍; ଅଗ୍ନି+ଇନ୍ଧନ) — ଜାଳ; ଜାଳଣୀ କାଠ — Fuel
- ସଂ. ବି. ( 6 ଷ୍ଠୀ ତତ୍; ଅଗ୍ନି+ଇନ୍ଧନ) — (ମଧ୍ୟପଦଲୋପୀ କର୍ମଧା; ଅଗ୍ନିଯୁକ୍ତ ଇନ୍ଧନ)— ଜଳନ୍ତା କାଠ — Burning wood
- ସଂ. ବି. ( 6 ଷ୍ଠୀ ତତ୍; ଅଗ୍ନି+ଇନ୍ଧନ) — ଦରପୋଡ଼ା କାଠ — Half burnt wood
- ସଂ. ବି. ( 6 ଷ୍ଠୀ ତତ୍; ଅଗ୍ନି+ଇନ୍ଧନ) — ନିଆଁହୁଳା; ମସାଲ — Torch; fire-brand