ଅଗ୍ନୀଧ୍ର Agnīdhra

  • ସଂ. ବି. (ଅଗ୍ନି+ଇନ୍ଧ ଧାତୁ=ଜାଳିବା+କର୍ତ୍ତୃ. ର; ଏହାର ଅନ୍ୟରୂପ ଅଗ୍ନିଧ୍ର) — ଯଜ୍ଞାଗ୍ନି ରକ୍ଷା କରିବା ବା ଜାଗ୍ରତ ରଖିବା ପାଇଁ ନିଯୁକ୍ତ ବ୍ରାହ୍ମଣ — A Brāhmaṇa specially engaged to keep the sacrificial fire burning