ଅଗ୍ନିହୋତ୍ର Agnihotra
- ସଂ. ବି. ( 3 ୟା ତତ୍; ଅଗ୍ନି+ହୋତ୍ର=ହୋମ) — ସାଗ୍ନିକ ବ୍ରାହ୍ମଣଙ୍କର ପ୍ରତିଦିନ କୃତ୍ୟ ହୋମ — Daily fire sacrifice practised by a Brahmaṇa who maintains the Vedic fire
- ସଂ. ବି. ( 3 ୟା ତତ୍; ଅଗ୍ନି+ହୋତ୍ର=ହୋମ) — [ଏ ହୋମ ଦୁଇ ପ୍ରକାରର—ନିତ୍ୟ ଓ କାମ୍ୟ।]
- ସଂ. ବି. ( 3 ୟା ତତ୍; ଅଗ୍ନି+ହୋତ୍ର=ହୋମ) — ଯଜ୍ଞାଗ୍ନି — The sacrificial fire
- ସଂ. ବି. ( 3 ୟା ତତ୍; ଅଗ୍ନି+ହୋତ୍ର=ହୋମ) — ସେ ନୃପଙ୍କ ସେବା ସାବିତ୍ରୀ ଜାଣି କରି, ଦେଖା ଦେଲେଟି ଅଗ୍ନିହୋତ୍ରର ବାହାରି। କୃଷ୍ଣସିଂହ, ମହାଭାରତ, ବନ।
- ସଂ. ବି. ( 3 ୟା ତତ୍; ଅଗ୍ନି+ହୋତ୍ର=ହୋମ) — (ଅଗ୍ନିରେ ଯାହା ଆହୁତି ଦିଆଯାଏ), ଘୃତ; ଘିଅ — Ghee, clarified butter