ଅଗ୍ନିସ୍ଥାପନ Agnisthāpana
- ସଂ. ବି. ( 6 ଷ୍ଠୀ ତତ୍) — ବେଦୋକ୍ତ ମନ୍ତ୍ର ଉଚ୍ଚାରଣ ପୂର୍ବକ ପାଞ୍ଚ ଥର ଭୂମିକୁ ସଂସ୍କାର କରିବା ପରେ ହୋମ ବା ବୈଶ୍ୱଦେବ ସ୍ଥାନରେ ଅଗ୍ନିକୁ ପ୍ରଥମେ ଲଗାଇବା — The starting of the sacrificial fire after ritualistic purification of the ground
- ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ଅଗ୍ନି ସ୍ଥାପନ କରିବା ପୂର୍ବରୁ ଉକ୍ତ ସ୍ଥାନକୁ ପ୍ରଥମେ କୁଶତ୍ରୟ ଦ୍ୱାରା ସମ୍ମାର୍ଜନ କରିବ, ତା ପରେ ଗୋମୟ ଦ୍ୱାରା ଲିପିବ, ତା ପରେ ଦ୍ୱିତୀୟ ବାର କୁଶତ୍ରୟଦ୍ୱାରା ଓଳାଇବ, ତା ପରେ ଉଦକପାତ୍ରରୁ ଜଳ ନେଇ ଭୂମିରେ ଛିଞ୍ଚିବ, ତତ୍ପରେ ଅଙ୍ଗୁଷ୍ଠଦ୍ୱାରା ସେ ସ୍ଥାନରୁ ଟିକିଏ ମାଟି କାଢ଼ି ପକାଇବ। ଏହିପରି "ପଞ୍ଚଭୂସଂସ୍କାର" କରିବା ପରେ ଅଗ୍ନିସ୍ଥାପନ କରି ମନ୍ତ୍ରୋଚ୍ଚାରଣ କରିବ ଓ ତତ୍ପରେ ଯଥୋଚିତ ଆହୁତି, ଚରୁ, ବଳି ଅଗ୍ନିରେ ପ୍ରଦାନ କରିବ।]