ଅଗ୍ନିସାକ୍ଷିକ Agnisākhika

  • ସଂ. ବିଣ. (ଅଗ୍ନି+ସାକ୍ଷୀ+କ) — ଯେଉଁ କର୍ମରେ ଅଗ୍ନିଙ୍କୁ ସାକ୍ଷି କରି ମନ୍ତ୍ରପାଠ ଓ ଅଙ୍ଗୀକାରାଦି କରାଯାଏ — (a ceremony) In which promises are made in the presence of domestic or nuptial fire
  • ସଂ. ବିଣ. (ଅଗ୍ନି+ସାକ୍ଷୀ+କ) — (ଯଥା—କନ୍ୟାପିତା ଅଗ୍ନିଙ୍କୁ ସାକ୍ଷି ରଖି ଜାମାତାଙ୍କ ହସ୍ତରେ କନ୍ୟା ପ୍ରଦାନ କରନ୍ତି।)
  • ସଂ. ବିଣ. (ଅଗ୍ନି+ସାକ୍ଷୀ+କ) — ଯେଉଁ ବ୍ୟକ୍ତି ଅଗ୍ନିଙ୍କୁ ସାକ୍ଷୀ ରଖି କୌଣସି କର୍ମ କରନ୍ତି — Taking the domestic or nuptial fire for a witness