ଅଗ୍ନିସମ୍ଭବ Agnisambhaba

  • ସଂ. ବି. ( 5 ମୀ ତତ୍; ଅଗ୍ନି+ସମ୍ଭବ) — ସ୍ୱର୍ଣ୍ଣ; ସୁନା — Gold
  • ସଂ. ବି. ( 5 ମୀ ତତ୍; ଅଗ୍ନି+ସମ୍ଭବ) — କାର୍ତ୍ତିକେୟ — The Deity Kārttikeya