ଅଗ୍ନିସଂସ୍କାର Agnisaṁskāra
- ସଂ. ବି. ( 3 ୟା ତତ୍) — ଶବଦାହ; ଶବକୁ ବିଧିମତେ ପୋଡ଼ିବା — Cremation
- ସଂ. ବି. ( 3 ୟା ତତ୍) — ଦୁଇ ବର୍ଷରୁ ନିମ୍ନବୟସ୍କ ଶିଶୁର ଅଗ୍ନିସଂସ୍କାର କରାଯିବା ବିଧି ସ୍ମୃତିରେ ନାହିଁ। ରାମଶଙ୍କର—ମନ୍. 579 । — ଦୁଇ ବର୍ଷରୁ ନିମ୍ନବୟସ୍କ ଶିଶୁର ଅଗ୍ନିସଂସ୍କାର କରାଯିବା ବିଧି ସ୍ମୃତିରେ ନାହିଁ ରାମଶଙ୍କର—ମନ୍.579
- ସଂ. ବି. ( 3 ୟା ତତ୍) — ( 4 ର୍ଥୀ ତତ୍; ଅଗ୍ନି ସ୍ଥାପନାର୍ଥ ସଂସ୍କାର)— ବୈଦିକ ବିଧିରେ ଅଗ୍ନିସ୍ଥାପନ; ପଞ୍ଚଭୁ ସଂସ୍କାରାନନ୍ତର ଅଗ୍ନିକୁ ଆଣି ହୋମ ବା କୈଶ୍ୱଦେବ ସ୍ଥାନରେ ସ୍ଥାପନ — (4ର୍ଥୀ ତତ୍; ଅଗ୍ନି ସ୍ଥାପନାର୍ଥ ସଂସ୍କାର)— ବୈଦିକ ବିଧିରେ ଅଗ୍ନିସ୍ଥାପନ; ପଞ୍ଚଭୁ ସଂସ୍କାରାନନ୍ତର ଅଗ୍ନିକୁ ଆଣି ହୋମ ବା କୈଶ୍ୱଦେବ ସ୍ଥାନରେ ସ୍ଥାପନ— . The consecration of sacrificial fire