ଅଗ୍ନିସଂରକ୍ଷଣ Agnisaṁrakshaṇa

  • ସଂ. ବି—( 6 ଷ୍ଠୀ ତତ୍) — ଅଗ୍ନିହୋତ୍ରୀଙ୍କ ଦ୍ୱାରା ସ୍ୱଗୃହରେ ଅହୋରାତ୍ର ଯଜ୍ଞାଗ୍ନିର ରକ୍ଷା — Maintenance of the sacrificial fire in the house by a daily worshipper