ଅଗ୍ନିଷ୍ଠ Agnishṭha

  • ସଂ. ବି. (ଅଗ୍ନି+ସ୍ଥା ଧାତୁ=ରହିବା+ଅଧିକରଣେ. ଅ; ଯାହା ଅଗ୍ନି ଉପରେ ରଖାଯାଏ) — କଟାହ; କରେଇ — A cauldron; a pan
  • ସଂ. ବି. (ଅଗ୍ନି+ସ୍ଥା ଧାତୁ=ରହିବା+ଅଧିକରଣେ. ଅ; ଯାହା ଅଗ୍ନି ଉପରେ ରଖାଯାଏ) — ନିଆଁ ଉମ୍ଭେଇ — A firepan