ଅଗ୍ନିଷ୍ଟୋମ Agnishṭoma
- ସଂ. ବି. (ଅଗ୍ନି+ସ୍ତୁ ଧାତୁ=ସ୍ତବ କରିବା+କରଣ ଓମ; ଯାହାଦ୍ୱାରା ଅଗ୍ନିଙ୍କ ସ୍ତବ କରାଯାଏ) — ଯାଗବିଶେଷ — Name of a kind of fire sacrifice
- ସଂ. ବି. (ଅଗ୍ନି+ସ୍ତୁ ଧାତୁ=ସ୍ତବ କରିବା+କରଣ ଓମ; ଯାହାଦ୍ୱାରା ଅଗ୍ନିଙ୍କ ସ୍ତବ କରାଯାଏ) — [ଦ୍ର—ଏ ଯାଗ ପ୍ରଥମେ ପ୍ରଜାପତି ବହୁ ପ୍ରଜା ସୃଷ୍ଟି କାମନାରେ ବସନ୍ତ କାଳରେ ପାଞ୍ଚ ଦିନରେ ସମାଧାନ କରିଥିଲେ। ବେଦଜ୍ଞ ଓ ସାଗ୍ନିକ ବ୍ରାହ୍ମଣ ଏ ଯଜ୍ଞ କରିବାର ଅଧିକାରୀ। ଅଗ୍ନି, ଇନ୍ଦ୍ର, ବାୟୁ ଏଥିର ଦେବତା; ସୋମରସ ଏଥିର ପ୍ରଧାନ ଉପକରଣ; ଏଥିରେ 16 ଜଣ ପୁରୋହିତ ଲୋଡ଼ା। ଏହା କରିବାକୁ 5 ଦିନ ସମୟ ଲାଗେ।] — [ଦ୍ର—ଏ ଯାଗ ପ୍ରଥମେ ପ୍ରଜାପତି ବହୁ ପ୍ରଜା ସୃଷ୍ଟି କାମନାରେ ବସନ୍ତ କାଳରେ ପାଞ୍ଚ ଦିନରେ ସମାଧାନ କରିଥିଲେ ବେଦଜ୍ଞ ଓ ସାଗ୍ନିକ ବ୍ରାହ୍ମଣ ଏ ଯଜ୍ଞ କରିବାର ଅଧିକାରୀ ଅଗ୍ନି, ଇନ୍ଦ୍ର, ବାୟୁ ଏଥିର ଦେବତା; ସୋମରସ ଏଥିର ପ୍ରଧାନ ଉପକରଣ; ଏଥିରେ16ଜଣ ପୁରୋହିତ ଲୋଡ଼ା ଏହା କରିବାକୁ5ଦିନ ସମୟ ଲାଗେ]