ଅଗ୍ନିଶେଖର Agniṡekhara

  • ସଂ. ବି. (ବହୁବ୍ରୀହି; ଅଗ୍ନି+ଶେଖର) — କୁସୁମଫୁଲଗଛ — Safflower
  • ସଂ. ବି. (ବହୁବ୍ରୀହି; ଅଗ୍ନି+ଶେଖର) — କୁଙ୍କୁମ; ଜାଫ୍ରାନ — Saffron
  • ସଂ. ବି. (ବହୁବ୍ରୀହି; ଅଗ୍ନି+ଶେଖର) — ଲାଙ୍ଗଳୀ (ଦେଖ) — Laṅgaḻī (See)