ଅଗ୍ନିଶିଖ Agniṡikha

  • ସଂ. ବି. (ବହୁବ୍ରୀହି; ଅଗ୍ନି+ଶିଖା) — ପ୍ରଦୀପ; ଦୀପ — A lamp
  • ସଂ. ବି. (ବହୁବ୍ରୀହି; ଅଗ୍ନି+ଶିଖା) — ବାଣ — An arrow
  • ସଂ. ବି. (ବହୁବ୍ରୀହି; ଅଗ୍ନି+ଶିଖା) — କୁଙ୍କୁମ; ଜାଫ୍ରାନ — Saffron
  • ସଂ. ବି. (ବହୁବ୍ରୀହି; ଅଗ୍ନି+ଶିଖା) — କୁସୁମ ଫୁଲ — Safflower
  • ସଂ. ବି. (ବହୁବ୍ରୀହି; ଅଗ୍ନି+ଶିଖା) — ସୁବର୍ଣ୍ଣ; ସୁନା — Gold
  • ସଂ. ବି. (ବହୁବ୍ରୀହି; ଅଗ୍ନି+ଶିଖା) — କବି ବରରୁଚିଙ୍କ ପିତା — Name of the father of poet Bararuchi