ଅଗ୍ନିରସ Aṅgirasa

  • ଦେ. ବି. (ସଂ. ଅଙ୍ଗିରସ୍) — ଅଙ୍ଗିରସ୍ (ଦେଖ) — Aṅgiras (See)
  • ସଂ. ବି. (ଅଙ୍ଗିରସ୍ +ଅ) — ପରଶୁରାମ ଅବତାରରେ ବିଷ୍ଣୁଙ୍କର ଶତ୍ରୁ — An enemy of Bishnu in his incarnation of Paraṡurāma (M.W.)