ଅଗ୍ନିମୁଖ Agnimukha
- ସଂ. ବି. (ବହୁବ୍ରୀହି; ଅଗ୍ନି+ମୁଖ) — (ଅଗ୍ନି ଅଟେ ମୁଖ ଯାହାଙ୍କର ଅର୍ଥାତ୍ ଯେଉଁମାନେ ଅଗ୍ନିରେ ନିବେଦିତ ହୋମ ଦ୍ରବ୍ୟକୁ ଭୋଜନ କରନ୍ତି)
- ସଂ. ବି. (ବହୁବ୍ରୀହି; ଅଗ୍ନି+ମୁଖ) — ଦେବତା — 1. Deity
- ସଂ. ବି. (ବହୁବ୍ରୀହି; ଅଗ୍ନି+ମୁଖ) — (ଅଗ୍ନି ଅଛି ମୁଖରେ ଯାହାଙ୍କର)—ବ୍ରାହ୍ମଣ — A Brāhmaṇa
- ସଂ. ବି. (ବହୁବ୍ରୀହି; ଅଗ୍ନି+ମୁଖ) — [(ବୈଦ୍ୟକ) ଯାହା ଅଗ୍ନିର ମୁଖ ପରି ଦାହକ]— ଧଳାଚିତା; ଚିତ୍ରକ (ଦେଖ) — Chitraka (See); Plumbage zeylancia
- ସଂ. ବି. (ବହୁବ୍ରୀହି; ଅଗ୍ନି+ମୁଖ) — [(ବୈଦ୍ୟକ) ଯାହା ଅଗ୍ନିର ମୁଖ ପରି ଦାହକ)]—ଭଲ୍ଲାତକ; ଭାଲିଆ — Marking nut
- ସଂ. ବି. (ବହୁବ୍ରୀହି; ଅଗ୍ନି+ମୁଖ) — ଯେଉଁ ଔଷଧ ଦ୍ୱାରା ଜଠରାଗ୍ନି ବୃଦ୍ଧି ପାଏ — Tonic medicine