ଅଗ୍ନିମନ୍ଥ Agnimantha

  • ସଂ. ବି. (ଅଗ୍ନି+ମଥ୍ ଧାତୁ+କର୍ମ. ଅ; ଯାହା ମଥିତ ବା ଘର୍ଷିତ ହେଲେ ଅଗ୍ନି ବାହାରେ। ପୂର୍ବକାଳରେ ଏଥିର ଶୁଖିଲା କାଠ ଦୁଇଖଣ୍ଡକୁ ଘଷି ଲୋକେ ଏଥିରୁ ଯଜ୍ଞ ପାଇଁ ଅଗ୍ନି ଉତ୍ପାଦନ କରୁଥିବାରୁ ଏହି ନାମ) — ଅଗବଥୁ (ଗଛ) — Premna integrifolia; Premna spinosa; Premna serratifolia