ଅଗ୍ନିମଣି Agnimaṇi
- ସଂ. ବି. (ମଧ୍ୟପଦଲୋପୀ କର୍ମଧା; ଅଗ୍ନ୍ୟୁତ୍ପାଦକ ମଣି) — ସୂର୍ଯ୍ୟକାନ୍ତ ମଣି — The sunstone
- ସଂ. ବି. (ମଧ୍ୟପଦଲୋପୀ କର୍ମଧା; ଅଗ୍ନ୍ୟୁତ୍ପାଦକ ମଣି) — ଚମକମି ପଥର — Flint stone
- ସଂ. ବି. (ମଧ୍ୟପଦଲୋପୀ କର୍ମଧା; ଅଗ୍ନ୍ୟୁତ୍ପାଦକ ମଣି) — ଦ୍ୱିପୃଷ୍ଠକୁବ୍ଜ କାଚଖଣ୍ଡ; ସ୍ଥୂଳମଧ୍ୟଦୃଷ୍ଟି କାଚ — Convex lens