ଅଗ୍ନିଭୂ Agnibhū

  • ସଂ. ବି. (ଅଗ୍ନି+ଭୂ ଧାତୁ+କର୍ତ୍ତୃ. କ୍ୱିପ୍) — କାର୍ତ୍ତିକେୟ — Deity Kārttikeya
  • ସଂ. ବି. (ଅଗ୍ନି+ଭୂ ଧାତୁ+କର୍ତ୍ତୃ. କ୍ୱିପ୍) — [ଦ୍ର—ପାର୍ବତୀ ମହାଦେବଙ୍କ ବୀର୍ଯ୍ୟ ଧାରଣ କରିବାକୁ ଅସମର୍ଥା ହୋଇ ତାହା ଅଗ୍ନିଙ୍କ ଉପରେ ନିକ୍ଷେପ କଲେ ଓ ତହିଁରୁ କାର୍ତ୍ତିକେୟ ଜନ୍ମ ହେଲେ।]
  • ସଂ. ବି. (ଅଗ୍ନି+ଭୂ ଧାତୁ+କର୍ତ୍ତୃ. କ୍ୱିପ୍) — କାଶ୍ୟପ ଋଷି (ଏ ଅଗ୍ନିଙ୍କ ଶିଷ୍ୟ) — Sage Kāṡyapa
  • ସଂ. ବି. (ଅଗ୍ନି+ଭୂ ଧାତୁ+କର୍ତ୍ତୃ. କ୍ୱିପ୍) — (ଗଣିତ) ଛଅ ସଂଖ୍ୟା — (arithmetic) The number six