ଅଗ୍ନିବୋଟ Agniboṭa

  • ଦେ. ବି. (ସଂ. ଅଗ୍ନି + ଇଂ Boat, ବୋଟ) — ବାଷ୍ପୀୟ ପୋତ; ଷ୍ଟୀମର; ଧୂଆଁକଳ ଜାହାଜ — Steamer
  • ଦେ. ବି. (ସଂ. ଅଗ୍ନି + ଇଂ Boat, ବୋଟ) — ଛୋଟ ବାଷ୍ପୀୟ ନୌକା — Steam launch