ଅଗ୍ନିବେଶ୍ୟ Agnineṡya
- ସଂ. ବି — ଧନୁର୍ବିଦ୍ୟାବିଶାରଦ ଅଗ୍ନିଙ୍କ ପୁତ୍ର; ଜନୈକ ଉପଦେଶକ ଗୁରୁ (ମହାଭାରତ) — Name of a teacher or Āchārj̄ya
- ସଂ. ବି — ବିଭାବସୁ ଯେ ଅଗ୍ନିବେଶ୍ୟ କୃତବାକ। କୃଷ୍ଣସିଂହ, ମହାଭାରତ, ବନ।
- ସଂ. ବି — ଦ୍ୱାବିଂଶ ମୁହୂର୍ତ୍ତର ନାମ (ସୂର୍ଯ୍ୟପୁରାଣ) — Name of the twenty-second muhūrtta