ଅଗ୍ନିବେଶ୍ମ Agnibeṡma

  • ସଂ. ବି. (ଅଗ୍ନି+ବେଶ୍ମନ୍; 1 ମା. 1 ବ.) — (ନାମ) ଆତ୍ରେୟ ଶିଷ୍ୟ ଜନୈକ ଋଷି — Name of a Sage
  • ସଂ. ବି. (ଅଗ୍ନି+ବେଶ୍ମନ୍; 1 ମା. 1 ବ.) — ମାସର ଚତୁର୍ଦ୍ଦଶ ଦିବସ — The fourteenth day of the calender month of thirty days