ଅଗ୍ନିବାହ Agnibāha
- ସଂ. ବି. (ଅଗ୍ନି+ବହ ଧାତୁ+କର୍ତ୍ତୃ. ଅ; ଯେ ଅଗ୍ନିଦେବଙ୍କ ବାହନ) — ମେଷ; ମେଣ୍ଢା — The sheep
- ସଂ. ବି. (ଅଗ୍ନି+ବହ ଧାତୁ+କର୍ତ୍ତୃ. ଅ; ଯେ ଅଗ୍ନିଦେବଙ୍କ ବାହନ) — ଛାଗଳ, ଛେଳି — The goat
- ସଂ. ବି. (ଅଗ୍ନି+ବହ ଧାତୁ+କର୍ତ୍ତୃ. ଅ; ଯେ ଅଗ୍ନିଦେବଙ୍କ ବାହନ) — ଧୂମ; ଧୂଆଁ — Smoke (M.W.)