ଅଗ୍ନିବାହୁ Agnibāhu
- ସଂ. ବି. ( 6 ଷ୍ଠୀ ତତ୍) — ଧୂମ, ଧୂଆଁ — Smoke
- ସଂ. ବି. ( 6 ଷ୍ଠୀ ତତ୍) — (ନାମ) ସୂର୍ଯ୍ୟବଂଶୀୟ ରାଜା ପ୍ରିୟବ୍ରତ ଓ କାମ୍ୟାଙ୍କ ପୁତ୍ର (ଏ ବିବାହ ନ କରି ତପସ୍ୟାରେ ରତ ହୋଇଥିଲେ) — Name of a prince of the solar dynasty
- ସଂ. ବି. ( 6 ଷ୍ଠୀ ତତ୍) — ପ୍ରଥମ ମନୁଙ୍କ ପୁତ୍ର — Name of a son of the first Manu
- ସଂ. ବି. ( 6 ଷ୍ଠୀ ତତ୍) — ରକ୍ତବାହୁ (ଦେଖ) — Raktabāhu (See)