ଅଗ୍ନିବାରଣ Agnibāraṇa

  • ଦେ. ବି. (ଏଥିଯୋଗୁଁ ଘରେ ନିଆଁ ଲାଗିଲେ ଦୁଆରମୁହଁ ବାଟେ ଚାଳର ନିଆଁ ଘର ଭିତରକୁ ପଶି ପାରେ ନାହିଁ) — ଆଟୁ ଘରର ଦୁଆର ମୁହଁ ଉପରେ କରାଯିବା ମାଟିର ଛାତ — A roof of mud made just over the door of a mud-roofed thatch